The Ultimate Managed Hosting Platform
ADVERTISEMENT

ଡିଜିପିଙ୍କ ନିକଟକୁ ଚିଠି ଲେଖିଲେ ରାଜ୍ୟ ନିର୍ବାଚନ କମିଶନର, କୋଭିଡ କଟକଣା ଭିତରେ ହେବ ନିର୍ବାଚନ

Facebook
Twitter
LinkedIn

ଭୁବନେଶ୍ୱର : ଡିଜିପିଙ୍କ ନିକଟକୁ ଚିଠି ଲେଖିଲେ ରାଜ୍ୟ ନିର୍ବାଚନ କମିଶନର | କୋଭିଡ କଟକଣା ଭିତରେ କୋଭିଡ ନିୟମକୁ ପାଳନ କରି ନିର୍ବାଚନ ହେବ ବୋଲି ନିର୍ଦେଶ ଦିଆଯାଇଛି | ଏବଂ ପ୍ରତ୍ୟେକ ଜିଲ୍ଲାରେ ଡ଼ିଏସପି ରାଙ୍କର ଅଫିରଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେବାପାଇଁ ମଧ୍ୟ ନିର୍ଦେଶ ଦିଆଯାଇଛି |

ଠିକ ସେହିପରି ଯେଉଁଭଳି ଭାବରେ ନିର୍ବାଚନ ତୟାରୀ ଚାଲିଛି | କୋଭିଡ କଟକଣାକୁ କିଛି ଲୋକ ଫୁ ମାରୁଛନ୍ତି | ଏବଂ କୋଭିଡ ନିୟମ ଉଲ୍ଲଘଂନ ହେଉଛି | କୋଭିଡ ନିୟମ ଉଲ୍ଲଘଂନ ଯେମିତି କୌଣସି ବ୍ୟକ୍ତି ନକରନ୍ତୁ ସେଥିପାଇଁ କଡା ନିୟମାବଳୀ ମଧ୍ୟ ହୋଇଛି | ଯେଉଁସବୁ ଉପରେ ଦୃଷ୍ଟି ଦେବାକୁ ଚିଠିରେ ଉଲ୍ଲେଖ ରହିଛି | ଅନେକ ସ୍ଥାନରେ ସରକାରଙ୍କ ନିୟମ ନମାନି ସଭା ସମିତି ହେଉଛି | ତାହାକୁ ତୁରନ୍ତ ବନ୍ଦ କରାଯାଉ | ଯେମିତିକି ନାମାଙ୍କନ ପତ୍ର ଦାଖଲ ବେଳେ ଅଧିକ ଭିଡ ଉପରେ କଟକଣା କରାଯିବା ନିହାତି ଦରକାର | ଏବଂ ସମସ୍ତ କଟକଣାକୁ ପାଳନ କରିବାକୁ ଡିଜିପିଙ୍କୁ ନିର୍ଦେଶ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର |

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ସମ୍ବଲପୁର- ଭୁବନେଶ୍ୱର ଦିନିକିଆ ବସ ଚଳାଚଳ ବନ୍ଦ କଲା ଘରୋଇ ବସ ମାଲିକ ସଂଘ

୭ ଦଫା ଦାବି ନେଇ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ, ଯାତ୍ରୀ ହନ୍ତସନ୍ତ

ଭୁବନେଶ୍ୱର : ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ । ୭ ଦଫା ଦାବି ନେଇ ଡ୍ରାଇଭର ମହାସଂଘର ଆନେ୍ଦାଳନ । ମୁଖ୍ୟତଃ ପୋଲିସକୁ ଗାଡି ଚେକିଂ...

ADVERTISEMENT

Login