The Ultimate Managed Hosting Platform
ADVERTISEMENT

ଡମ୍ପିଂ ଫ୍ରି ହେବ ଭୁବନେଶ୍ୱର-ବିଏମସି

Facebook
Twitter
LinkedIn

ଭୁବନେଶ୍ୱର : ଆସନ୍ତା ଏପ୍ରିଲ ମାସରୁ ଡମ୍ପିଂ ଫ୍ରି ହେବ ଭୁବନେଶ୍ୱର । ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ସୂଚନା । ପ୍ରତିଦିନ ଅଳିଆ ଏମସିସି ଦ୍ୱାରା ସଫା ହେବ କହିଲେ କମିଶନର ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login