କଟକ ସହର ଚାନ୍ଦିନୀଚୌକ ଅନ୍ତର୍ଗତ ଡଗରପଡା ହନୁମାନ ମନ୍ଦିର ନିକଟରୁ ବାଣୀନଗର ଭିତର ଦେଇ ଯାଇଥିବା ଷ୍ଟ୍ରିକ୍ଟ ଲାଇଟ ଦୀର୍ଘ ତିନିଦିନ ହେବ ବନ୍ଦ ଅଛି । ସହିଲୋକେ ମହାନଗର ନିଗମ ସମେତ ବିଦ୍ଯୁତ ବିଭାଗକୁ ଫୋନ କଲେ ଫୋନ ଉଠାଉ ନାହାନ୍ତି କି ହ୍ବାଟ୍ସ ଆପ କଲେ କୌଣସି ଉତ୍ତର ମଧ୍ୟ ଦେଉ ନାହାନ୍ତି । ଗଳିରେ କୁକୁରଙ୍କ ପ୍ରାଦୁର୍ଭାବ ସମେତ ରାସ୍ତାରେ ପଡ଼ିଥିବା ଅଳିଆକୁ ମଧ୍ୟ ସଫେଇ କର୍ମଚାରୀ ସଫା ନକରିବାରୁ ସାହିଲୋକେ ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି । ଏଥିପାଇଁ ସାହି ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।

Views: 217