The Ultimate Managed Hosting Platform
ADVERTISEMENT

ଟ୍ୟାଙ୍କର-ବୋଲେରୋ ଧକ୍କା ; ୩ ଜଣଙ୍କର ଚାଲିଗଲା ଜୀବନ

Facebook
Twitter
LinkedIn

ଚୈାଦ୍ୱାର : ଟ୍ୟାଙ୍କର-ବୋଲେରୋ ଧକ୍କା । ରଜକଣା ନିକଟରେ ଟ୍ୟାଙ୍କର ସହ ପିଟି ହେଲା ବୋଲେରୋ । ଘଟଣାସ୍ଥଳରେ ୩ ଜଣଙ୍କର ଜବନ ଯାଇଥିବା ବେଳେ ୨ ଜଣ ଗୁରୁତରଙ୍କୁ ଏସସିବି ସ୍ଥାନାନ୍ତର କରାଯାଇଛି । ଡିଭାଇଡରକୁ ଡେଇଁ ବୋଲେରୋଟି ଟ୍ୟାଙ୍କର ସହ ପିଟି ହୋଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login