The Ultimate Managed Hosting Platform
ADVERTISEMENT

ଟ୍ରେନ ଆଗକୁ ଡେଇଁଲେ ଯୁବକ

Facebook
Twitter
LinkedIn

ଭୁବନେଶ୍ୱର : ଲିଙ୍ଗରାଜ ରୋଡ ଷ୍ଟେସନ ନିକଟରୁ ମୃତଦେହ ଉଦ୍ଧାର । ପଳାସପଲ୍ଲୀରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଜୀବନ ହାରିଥିବା ସୂଚନା । ଟ୍ରେନ ଆଗକୁ ଡେଇଁ ଯୁବକ ଜୀବନ ହାରିଥିବା ପ୍ରତ୍ୟକ୍ଷ ଦର୍ଶୀଙ୍କ ସୂଚନା । ଫୋନରେ କାହା ସହ ଯୁକ୍ତିତର୍କ ପରେ ଟ୍ରେନ ଆଗକୁ ଡେଇଁଥିବା ସୂଚନା ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login