The Ultimate Managed Hosting Platform
ADVERTISEMENT

ଟ୍ରିବ୍ୟୁନାଲ ଦାୟୀ -ବିଜୟ

Facebook
Twitter
LinkedIn

ଭୁବନେଶ୍ୱର : ହୀରାକୁଦକୁ ନେଇ ବିଜେପି ନେତା ବିଜୟ ମହାପାତ୍ରଙ୍କ ଉଦବେଗ । ହୀରାକୁଦ ଜଳସ୍ତର ଏତେ ତଳକୁ ଚାଲିଯିବା ଇତିହାସରେ ପ୍ରଥମ । ସରକାରଙ୍କ ପାଖରେ ଏଭଳି ସମସ୍ୟା ନେଇ କେମିତି ଖବର ନଥିଲା ? ଏବେ ହୀରାକୁଦ ଜଳସ୍ତର ୬୧୬.୬୯ ଫୁଟ ଅଛି , ଗଲା ବର୍ଷ ୬୨୧.୫ ଥିଲା । ୪ ଦିନ ତଳେ ୭୧୭.୫୧ ଥିଲା ଅର୍ଥାତ ୪ ଦିନକୁ ଫୁଟେ କମୁଛି । ଏମିତି କମିଲେ ମେ ଶେଷ ବେଳକୁ ୬୦୦ ଫୁଟ , ଜୁନ କୁ ଡେଡ୍ ଷ୍ଟୋରେଜ । ୬୦୦ ଫୁଟରେ ପହଁଚିଲେ ପିଇବା ପାଣି, ଚାଷ , ବିଦ୍ୟୁତ ଉତ୍ପାଦନ ବନ୍ଦ ହେବ । ଟ୍ରିବ୍ୟୁନାଲ ଗଠନକୁ ୭ ବର୍ଷ ହେଲାଣି , କିଛି ନିଷ୍ପତ୍ତି ହୋଇ ପାରିଲା ନାହିଁ । ଆଜି ଯାହା ସମସ୍ୟା ହୋଇଛି ସେଥିପାଇଁ ଟ୍ରିବ୍ୟୁନାଲ , ଛତିଶଗଡ ଦାୟୀ । ୭ ବର୍ଷ ଭିତରେ ସରକାର ଚାହିଁଥିଲେ ୨-୩ଟି ବ୍ୟାରେଜ କରିପାରିଥାନ୍ତେ । ରାଜ୍ୟ ସରକାର ସମସ୍ୟାକୁ ଖାମଖିଆଲ ଭାବେ ନେଲେ କହିଲେ ବିଜୟ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ନାବାଳିକା ଦୁଷ୍କର୍ମକାରୀକୁ ୨୫ ବର୍ଷ କାରାଦଣ୍ଡ

୩ ଦୁଷ୍କର୍ମୀଙ୍କୁ ଆଜୀବନ

ବାରିପଦା : ୩ ଦୁଷ୍କର୍ମୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ । କାହ୍ନୁ ମାରାଣ୍ଡି, ବୃନ୍ଦାବନ ନାୟକ, ସୋଲେ ହାଁସଦାଙ୍କୁ ଆଜୀବନ । ୩ ଦୁଷ୍କର୍ମୀ ଦଣ୍ଡାଦେଶ ଶୁଣାଇଲେ...

ADVERTISEMENT

Login