ପୋଲସରା : ଭାରସାମ୍ୟ ହରାଇ ଟ୍ରାକ୍ଟର ଓଲଟି ଜଣେ ମୃତ । ଦୁର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି । କବିସୂର୍ଯ୍ୟନଗର ଆଠଗଡପାଟଣାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବିଦ୍ୟୁତ ଖୁଣ୍ଟକୁ ନେଇ ଯିବା ବେଳେ ଓଲଟିଲା । ମୃତାହତ ସମସ୍ତେ ଶ୍ରମିକ ଥିବା ସୂଚନା ରହିଛି । ଦୃଘଟଣାରେ ଆହତ ୪ ଜଣ କୋଦଳା ହସ୍ପିଟାଲରେ ଭର୍ତ୍ତି ।
Views: 29











