The Ultimate Managed Hosting Platform
ADVERTISEMENT

ଟ୍ରାଏଲ ରନ ବେଳେ ୨ ମୃତ

Facebook
Twitter
LinkedIn

ରାୟଗଡା : ସ୍ପିଡ ମେକର ଇଞ୍ଜିନର ଟ୍ରାଏଲ ରନରେ ଅଘଟଣ । ଟ୍ରାଏଲ ରନ ବେଳେ ଚାଲିଗଲା ୨ ଜଣଙ୍କ ଜୀବନ । ସିଂପୂର ରୋଡ ଓ ରାୟଗଡା ମଧ୍ୟରେ ଟ୍ରାଏଲ ରନ ବେଳେ ଅଘଟଣ । ଦେବଦଲଗୁଡା ନିକଟରେ ତୃତୀୟ ଲାଇନରେ କଟି ୨ ଜଣଙ୍କ ମୃତ୍ୟୁ । ତୃତୀୟ ଟ୍ରାକରେ ୨ ଜଣ ବସିଥିଲା ବେଳେ ଇଞ୍ଜିନ ଧକ୍କାରେ ମୃତ୍ୟୁ । କ୍ଷତିପୂରଣ ଦାବିରେ ଅଡି ବସିଛନ୍ତି ଲୋକେ । ଉଠିପାରୁନି ମୃତଦେହ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login