ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେକା ସଚିନ ପାଇଲଟଙ୍କ ବଡ ବୟାନ । ଟ୍ରମ୍ପଙ୍କ ଦ୍ୱାରା ପ୍ରଥମ ଅସ୍ତ୍ରବିରତି ଘୋଷଣାକୁ ପ୍ରସଙ୍ଗ କଲେ । ପ୍ରଥମ ଥର ଘଟିଛି, ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ଆଶ୍ଚର୍ଯ୍ୟ । କାଶ୍ମୀର ପ୍ରସଙ୍ଗ ଅନ୍ତର୍ଜାତୀୟକରଣ କରିବାକୁ ଉଦ୍ୟମ ହୋଇଛି । ତେଣୁ କଂଗ୍ରେସ ପାର୍ଟି ସ୍ୱତନ୍ତ୍ର ଅଧିବେଶନ ପାଇଁ ଦାବି କରୁଛି । ଆମେ ୧୯୯୪ର ପ୍ରସ୍ତାବକୁ ପୁଣି ପାରିତ କରିବା ଦରକାର । ପିଓକେ ହେଉଛି ଭାରତର ଅବିଚ୍ଛେଦ୍ୟ ଅଙ୍ଗ । ଆମେ ଏହାକୁ ଫେରାଇ ଆଣିବାକୁ ଚେଷ୍ଟା କରିବା ଦରକାର ।
Views: 71