The Ultimate Managed Hosting Platform
ADVERTISEMENT

ଟ୍ରମ୍ପ ସରକାରର ବଡ ନିଷ୍ପତ୍ତି, ୨ ହଜାର କର୍ମଚାରୀଙ୍କୁ ଛଟେଇ

Facebook
Twitter
LinkedIn

ନୂଆଦିଲ୍ଲୀ : ଟ୍ରମ୍ପ ସରକାରର ବଡ଼ ନିଷ୍ପତ୍ତି। ୟୁଏସ୍ ଏଜେନ୍ସି ଫର ଇଣ୍ଟନେସନାଲ ଡେଭଲପମେଣ୍ଟ ବା ୟୁ.ଏସ.ଏ.ଆଇ.ଡିର ୨ ହଜାର କର୍ମଚାରୀଙ୍କୁ ଛଟେଇ କରିଛନ୍ତି । ଏଥିସହ ବିଜ୍ଞପ୍ତି ଜାରି କରି ହଜାର ହଜାର ଲୋକଙ୍କୁ ଛୁଟିରେ ପଠାଯାଇଛି । ସରକାରଙ୍କ ଏହି ଯୋଜନା ଉପରେ ଅସ୍ଥାୟୀ ଭାବେ ରୋକ୍ ଲଗାଇବାକୁ ୟୁ.ଏସ.ଏ.ଆଇ.ଡି କର୍ମଚାରୀ କୋର୍ଟରେ ଆବେଦନ କରିଥିଲେ । କିନ୍ତୁ ଏହି ଆବେଦନକୁ ୟୁଏସ୍ ଡିଷ୍ଟ୍ରିକ୍ଟ ବିଚାରପତି କାର୍ଲ ନିକୋଲାସ୍ ଖାରଜ କରିଛନ୍ତି। କର୍ମଚାରୀଙ୍କୁ ଦିଆଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ଫେବୃଆରୀ ୨୩ ରାତି ୧୧ଟା ୫୯ରୁ ୟୁ.ଏସ.ଏ.ଆଇ.ଡିର ସମସ୍ତ କର୍ମଚାରୀଙ୍କୁ ପ୍ରଶାସନିକ ଛୁଟିରେ ରଖାଯିବ । ଭାରତକୁ ୨୧ ମିଲିୟନ ଡଲାର ପ୍ରଦାନ କରିଥିବା ନେଇ ଟ୍ରମ୍ପଙ୍କ ବୟାନ ବାରମ୍ବାର ବଦଳିବାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login