The Ultimate Managed Hosting Platform
ADVERTISEMENT

ଟ୍ରକକୁ ପିଟିଲା କାର, ୨ ଜଣଙ୍କର ଚାଲିଗଲା ଜୀବନ

Facebook
Twitter
LinkedIn

ବରଗଡ : ଟ୍ରକକୁ ପଛରୁ ଧକ୍କା ଦେଲା କାର । ୨ ଜଣଙ୍କର ଜୀବନ ଯାଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ମେଲଛାମୁଣ୍ଡା ଥାନା ସାନଜୋର ଠାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ୩ ଗୁରୁତରଙ୍କୁ ସୋହେଲା ମେଡିକାଲରେ ଭର୍ତ୍ତି କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login