The Ultimate Managed Hosting Platform
ADVERTISEMENT

ଟ୍ରକ ସହ ଗଞ୍ଜେଇ ଜବତ

Facebook
Twitter
LinkedIn

ସୁବର୍ଣ୍ଣପୁର : ଟ୍ରକ ସହ ଗଞ୍ଜେଇ ଜବତ । ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା । ପୋଲିସ ପେଟ୍ରୋଲିଂ ଟିମ ଏବଂ ଅବକାରୀ ବିଭାଗ ପକ୍ଷରୁ ଯାଂଚ କଲାବେଳେ ଦୃତ ଗତିରେ ଯାଉଥିବା ଏକ ଅଶୋକ ଲିଲେଣ୍ଡ ଟ୍ରକକୁ ଅଟକାଇ ଥିଲେ । ଟ୍ରକର ସିକ୍ରେଟ ଚାମ୍ୱର ଭିରୁ ୮୦ କେଜି ଗଂଜେଇ ଜବତ ହୋଇଛି । ଟ୍ରକଟିକୁ ସିଜ କରିବାସହ ବିହାର ରାଜ୍ୟର ଦୁଇ ଗଂଜେଇ ମାଫିଆ ପ୍ରଦୀପ ବର୍ମା ଏବଂ ବିନୋଦ କୁମାରକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login