The Ultimate Managed Hosting Platform
ADVERTISEMENT

ଟ୍ରକ ଧକ୍କାରେ ସ୍କୁଲ ଛାତ୍ରଙ୍କ ମୃତ୍ୟୁ

Facebook
Twitter
LinkedIn

ଖୋର୍ଦ୍ଧା : ସ୍କୁଟିକୁ ପଛରୁ ଧକ୍କା ଦେଲେ ଟ୍ରକ । ମାଆ ଆଗରେ ଚାଲିଗଲା ପୁଅର ଜୀବନ । ସ୍କୁଲରୁ ଫେରୁଥିବା ବେଳେ ଛାତ୍ର ଜଣଙ୍କ ଦୁର୍ଘଟଣାର ଶିକାର ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ଭାଲିଆବାଡି ଛକ ନିକଟରେ ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଟ ଭାଲିଆବାଡ଼ି ନିକଟରେ ଦୁର୍ଘଟଣା ଘଟିଛି। ପୁଅକୁ ସ୍କୁଲ ଛାଡିବାକୁ ଯାଉଥିବାବେଳେ ପଛପଟୁ ଏକ ଟ୍ରକ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ପୁଅର ମୃତ୍ୟୁ ହୋଇ ଥିବାବେଳେ ଗୁରୁତର ଅବସ୍ଥାରେ ମା’ କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା। ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ରାସ୍ତାରୋକ କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login