The Ultimate Managed Hosting Platform
ADVERTISEMENT

ଟ୍ରକ ଧକ୍କାରେ ସାଇକେଲ୍ ଆରୋହୀଙ୍କ ମୃତ୍ୟୁ, ରାସ୍ତା ଉପରେ ଶବ ରଖି ମୁଖ୍ୟ ରାସ୍ତାକୁ ଅବରୋଧ

Facebook
Twitter
LinkedIn

ସାନଖେମୁଣ୍ଡି : ଟ୍ରକ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ରାସ୍ତା ଉପରେ ପଡି ରହିଛି ଶବ । ସୂଚନା ଅନୁଯାୟୀ, ଏପରି ଦୁର୍ଘଟଣା ଘଟିଛି ଦିଗପହଣ୍ଡି ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ । ସବୁଦିନ ଭଳି ସକାଳୁ ସକାଳୁ ଦିଗପହଣ୍ଡିର ସୁରେନ୍ଦ୍ର ମିଶ୍ର ପୁଞ୍ଜିକଁୟା ଛକରେ ଥିବା ତଜରାତି ଦୋକାନକୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରୀ କରିବା ସହ ଦୁର୍ଘଟଣା ଘଟାଇ ଥିବା ଟ୍ରକକୁ ଥାନାରେ ଅଟକ ରଖିଛି। ପରିବାର ଲୋକେ ଏବଂ ସ୍ଥାନୀୟ ଲୋକମାନେ ଏହାର କ୍ଷତି ପୂରଣ ଦାବି କରି ବ୍ରହ୍ମପୁର-ଦିଗପହଣ୍ଡି ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login