The Ultimate Managed Hosting Platform
ADVERTISEMENT

ଟ୍ରକ-ଟ୍ୟାଙ୍କର ମୁହାଁ ମୁହିଁ ଧକ୍କା

Facebook
Twitter
LinkedIn

କଟକ :ଟ୍ରକ-ଟ୍ୟାଙ୍କର ମୁହାଁମୁହିଁ ଧକ୍କା । କଟକ ପାରାଦ୍ଵୀପ ଜାତୀୟ ରାଜପଥ ଉପରେ ଗତି ରାଉତପଟଣା ଅଞ୍ଚଳରେ ଦୁର୍ଘଟଣା ଘଟିଛି । କଟକ ଅଭିମୁଖେ ଏକ ଧାନମଣ୍ଡି ଟ୍ରକ୍ ଆସୁଥିବା ବେଳେ କନ୍ଦରପୁର ଆଡ଼କୁ ଯାଉଥିଲା ଏକ ଖାଲି ତେଲ ଟ୍ୟାଙ୍କର୍ । ଉଭୟ ସାମ୍ନା ସାମ୍ନି ପିଟି ହୋଇଥିଲେ । ଏହି ସମୟରେ ତେଲ ଟ୍ୟାଙ୍କର ପଛରେ ଆସୁଥିବା ଏକ ହାଇୱା ମଧ୍ୟ ପଛରେ ପିଟି ହୋଇଥିଲା । ଫଳରେ ଦୁଇ ଜଣ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି । ତେଲ ଟ୍ୟାଙ୍କର ଡ୍ରାଇଭର ଫସି ଯାଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ହାଇଡ୍ରୋଲିକ୍ କଟର ଜରିଆରେ କାଟି ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲେ । ଆହତଙ୍କୁ ଏସସିବିରେ ଭର୍ତ୍ତି କରାଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମେ’ ୧୦ ରେ ଝାରସୁଗୁଡା ଉପନିର୍ବାଚନ

ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...

Login