The Ultimate Managed Hosting Platform
ADVERTISEMENT

ଟ୍ରକ ଓଲଟି ରାସ୍ତା ଜାମ

Facebook
Twitter
LinkedIn

ମାଲକାନଗିରି : ଭାରସାମ୍ୟ ହରାଇ ଓଲଟିଲା ଟ୍ରକ । ଏନଏଚ ୩୨୬ କଷିଘାଟ ପୋଲ ନିକଟରେ ଦୁର୍ଘଟଣା । ଫଳରେ ଜୟପୁରରୁ ମାଲକାନଗିରି ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ ହୋଇଛି । ଦୁର୍ଘଟଣା ଯୋଗୁଁ ଉଭୟ ପଟୁ ଗାଡି ଚଳାଚଳ ବନ୍ଦ , ରାସ୍ତା ଜାମ । ସୂଚନା ଅନୁସାରେ ଗତକାଲି ରାତିରେ ବୈପାରିଗୁଡ଼ାର ୩୨୬ ନମ୍ବର ଜାତୀୟ ରାଜପଥ ଦେଇ ଏକ କାଠ ବୋଝେଇ ଟ୍ରକ ଓଡିଶାରୁ ଆନ୍ଧ୍ରପ୍ରଦେଶ ଭଦ୍ରାଚଲମ ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଯାହାଫଳରେ ମାଲକାନଗିରିରୁ ଜୟପୁରକୁ ଯାତାୟତ ପୁରା ଠପ୍ ହୋଇଯାଇଛି । ସେପଟେ ଯୁଦ୍ଧକାଳୀନ ଭିତିରେ ରାସ୍ତାରେ ପଡିଥିବା କାଠକୁ ସଫା କରାଯାଉଛି । ବର୍ଷା ଲାଗି ରହିଥିବାରୁ ସଫେଇ କାମରେ ବିଳମ୍ବ ହେଉଥିବା ଜଣାପଡିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login