ଟିଟିଲାଗଡ : ଉନେ୍ଦର ନଦୀକୂଳରେ ୨ଟି କୁମ୍ଭୀର , ଲୋକେ ଆତଙ୍କ । ସୁଗନାଭଟା ଓ ସିଲୁଆ ଗାଁ ମଝି ନ୍ଖଳଙ୍କ ନଦୀକୂଳରେ ୨ଟି କୁମ୍ଭୀର । ବନବିଭାଗକୁ ଖବର ଦେଲେ ଆତଙ୍କିତ ଗ୍ରାମବାସୀ । ନଦୀରେ କୁମ୍ଭୀର ଦେଖାଦେବା ପରେ ଏବେ ଗାଁରେ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ଗାଁ ଲୋକେ କୁମ୍ଭୀର ଦେଖିଲା ପରେ ବନ ବିଭାଗକୁ ଏନେଇ ଖବର ଦେଇଛନ୍ତି।
Views: 51