The Ultimate Managed Hosting Platform
ADVERTISEMENT

ଟନେଲ ଟ୍ରାଜେଡି ; ୫ଟା ସୁଦ୍ଧା ବଡ ଖବର

Facebook
Twitter
LinkedIn

ନୂଆଦିଲ୍ଲୀ : ଉତ୍ତରକାଶୀ ଟନେଲ ଟ୍ରାଜେଡିରେ ୫ଟା ସୁଦ୍ଧା ମିଳିପାରେ ବଡ ଖବର । ଆଉ ୨-୩ ମିଟର ବାକି ଥିବା କହିଲେ ଟନେଲ ଏକ୍ସପର୍ଟ । ବିଦେଶୀ ଟନେଲ ଏକ୍ସପର୍ଟ କ୍ରିସ କୂପରଙ୍କ ବଡ ସୂଚନା । ଆମେ ଏବେ ଖୋଳା ଜାରି ରଖିଛୁ , ଆଉ କିଛି ମିଟର ବାକି ଅଛି । ଆମ ଆକଳନ ଅନୁସାରେ ଆଉ ୨-୩ ମିଟର ବାକି ଅଛି । ସଂଧ୍ୟା ୫ଟା ସୁଦ୍ଧା କିଛି ଫଳାଫଳ ମିଳିପାରେ କହିଲେ କୁପର । ଭର୍ଟିକାଲ ବିଲ୍ଡିଂ ବନ୍ଦ କରାଯାଇଥିବା ମଧ୍ୟ ସୂଚନା ଦେଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login