The Ultimate Managed Hosting Platform
ADVERTISEMENT

ଝାରସୁଗୁଡା ଉପନିର୍ବାଚନ : ମେ ୧୦ରେ ଭୋଟ , ୧୩ରେ ଆସିବ ଫଳାଫଳ

Facebook
Twitter
LinkedIn

ଝାରସୁଗୁଡା ଉପନିର୍ବାଚନ ପାଇଁ ତାରିଖ ଘୋଷଣା
ମେ ୧୦ ରେ ଝାରସୁଗୁଡା ଉପନିର୍ବାଚନ
ମେ ୧୩ ରେ ହେବ ଭୋଟ ଗଣତି
ଏପ୍ରିଲ ୧୩ ରେ ପ୍ରକାଶ ପାଇବ ବିଜ୍ଞପ୍ତି
ଏପ୍ରିଲ ୨୦ ରେ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ।
ଏପ୍ରିଲ ୨୧ ରେ ପ୍ରାର୍ଥିପତ୍ର ଯାଞ୍ଚ
ଏପ୍ରିଲ ୨୪ ପ୍ରାର୍ଥିପତ୍ର ପ୍ରତ୍ୟାହାର ର ଶେଷ ଦିନ
ନବ ଦାସଙ୍କ ଦେହାନ୍ତ ପରେ ଖାଲି ପଡିଛି ଆସନ । ୨ ମାସ ଧରି ନବ ଦାସଙ୍କ ମୃତ୍ୟୁ ହୋଇଥିବା ବେଳେ ଉପନିର୍ବାଚନକୁ ନେଇ ସମସ୍ତଙ୍କ ଥିଲା ଅପେକ୍ଷା । ସେପଟେ ନବ ଦାସଙ୍କ ଝିଅ ଦୀପାଳି ଦାସ ନବ ଦାସଙ୍କ ମୃତ୍ୟୁ ପରେ ଏକ ପ୍ରକାରର ପ୍ରଚାର ଆରମ୍ଭ କରି ଦେଇଥିବା ଜଣା ପଡୁଛି । ସେ ବିଜେଡି ରୁ ପ୍ରାର୍ଥି ହେବେ ବୋଲି ଏକ ପ୍ରକାର ନିଶ୍ଚିତ । ତେଣୁ ଉପନିର୍ବାଚନ ନେଇ ତାରିଖ ଘୋଷଣା ପରେ ଆହୁରି ସରଗରମ ହୋଇଯିବ ଝାରସୁଗୁଡା ନିର୍ବାଚନ ମଣ୍ଡଳି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login