The Ultimate Managed Hosting Platform
ADVERTISEMENT

ଝାରସୁଗୁଡା ଉପନିର୍ବାଚନ : ଆଜିଠୁ ଜମିବ ପ୍ରଚାର

Facebook
Twitter
LinkedIn

ଝାରସୁଗୁଡା: ଉପନିର୍ବାଚନ ମଇଦାନରେ ମୋଟ ୯ ପ୍ରାର୍ଥୀ । ଆଜିଠୁ ଜୋରଦାର ହେବ ଝାରସୁଗୁଡ଼ା ଲଢେଇ । ତେବେ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ହେବ ଲଢେଇ । ଆଜିଠୁ ଜୋରଦାର ପ୍ରଚାର ସହିତ ଜନମତ ହାସଲ ପାଇଁ ସବୁ ଉଦ୍ୟମ କରିବେ ପ୍ରାର୍ଥୀ । ପ୍ରାର୍ଥୀ ଦୀପାଳି ଦାସ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି । ବହୁପୂର୍ବରୁ ଗ୍ରାଉଣ୍ଡରେ କ୍ୟାମ୍ପେନ ଚଳାଇଛି ବିଜେଡି । ବିଭିନ୍ନ ସ୍ଥାନରେ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ମାଧ୍ୟମରେ ଦଳ ବଳ ବଢାଉଛି । ଜଣେ ପରେ ଜଣେ ବିରୋଧୀ ଦଳର ନେତା ଓ କର୍ମୀ ଦଳ ଛାଡ଼ି ବିଜେଡିରେ ସାମିଲ ହେବା ଶାସକ ଦଳର ବୃହତ ବିଜୟକୁ ସଂକେତ ଦେଉଛି । ଆଗକୁ ମଇଦାନକୁ ଓହ୍ଲାଇବେ ବିଜେଡିର ଷ୍ଟାର ପ୍ରଚାରକ । ଦୀପାଳିଙ୍କ ପାଇଁ ପ୍ରଚାର କରିବେ ଦଳର ୪୦ ତୁଙ୍ଗନେତା । ବିକାଶକୁ ଆଧାର କରି ବିଜେଡି ଭୋଟ ମାଗୁଥିବାବେଳେ ବ୍ୟାକଫୁଟରେ ଉଭୟ ବିଜେପି ଓ କଂଗ୍ରେସ । ଏସବୁ ଭିତରେ ସମର୍ଥକଙ୍କ ସହ ଘରଘର ବୁଲି ପ୍ରଚାର କରୁଛନ୍ତି କଂଗ୍ରେସ ଓ ବିଜେପି ପ୍ରାର୍ଥୀ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login