ରାଉରକେଲା : ଝରଣାରେ ଗୋଡ ଖସି ୨ ଜଣଙ୍କର ଚାଲିଗଲା ଜୀବନ । ୪ ଜଣ ଉଦ୍ଧାର ହୋଇଛନ୍ତି । ବ୍ରାହ୍ମଣୀତରଙ୍ଗ ଥାନା ବିରକେରା ନ୍ଖଳଙ୍କ ଘାଘରା ଝରଣାରେ ବୁଡିଗଲେ । ସାଙ୍ଗମାନଙ୍କ ସହ ବୁଲିବାକୁ ଯାଇଥିବା ବେଳେ ଝରଣାରେ ବୁଡିଗଲେ । ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ । ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।
Views: 62











