The Ultimate Managed Hosting Platform
ADVERTISEMENT

ଜୟପୁରକୁ ଉଡିବ ଦ୍ୱିତୀୟ ବିମାନ

Facebook
Twitter
LinkedIn

ଭୁବନେଶ୍ୱର : ଭୁବନେଶ୍ୱରରୁ କୋରାପୁଟରୁ ଜୟପୁରକୁ ଉଡିବ ଦ୍ୱିତୀୟ ବିମାନ । ଆସନ୍ତା ୬ ତାରିଖରୁ ଆରମ୍ଭ ହେବ ଦ୍ୱିତୀୟ ବିମାନ ସେବା । ସପ୍ତାହକୁ ୨ ଦିନ ସୋମବାର ଓ ଶୁକ୍ରବାର ଉଡିବ ବିମାନ । ବିମାନ ସେବା ଯୋଗାଇବ ଇଣ୍ଡିଆ ୱାନ୍ ଓ ସଂସ୍ଥା । ଭୁବନେଶ୍ୱର ସକାଳ ୭ଟା ୧୦ରେ ବାହାରି ଜୟପୁରରେ ୮.୪୫ରେ ପହଁଚିବ । ଜୟପୁରରୁ ସକାଳ ୯ଟାରେ ବାହାରି ଭୁବନେଶ୍ୱରରେ ୧୦ଟା ୩୫ରେ ପହଁଚିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login