The Ultimate Managed Hosting Platform
ADVERTISEMENT

ଜ୍ଞାନବାପିରେ ହିନ୍ଦୁ ପୂଜା ଅନୁମତି କାଏମ

Facebook
Twitter
LinkedIn

ବାରଣାସୀ : ଜ୍ଞାନବାପି ମସଜିଦ ମାମଲା । ମୁସଲିମ ପକ୍ଷରୁ ପିଟିସନ ଖାରଜ । ମୁସଲିମ ପକ୍ଷରୁ ପିଟିସନ ଖାରଜ କଲେ ଆହ୍ଲାବାଦ ହାଇକୋର୍ଟ । ବାରଣାସୀ କୋର୍ଟଙ୍କ ରାୟକୁ କାଏମ ରଖିଲେ ହାଇକୋର୍ଟ । ଜ୍ଞାନବାପିର ବ୍ୟାସ ତହଖାନରେ ହିନ୍ଦୁମାନେ ପୂଜା କରିପାରିବେ । ଜାନୁଆରୀ ୩୧ରେ ବାରଣାସୀ କୋର୍ଟ ହିନ୍ଦୁଙ୍କୁ ପୂଜା ଅନୁମତି ଦେଇଥିଲେ । ପୂର୍ବରୁ ହିନ୍ଦୁ ପକ୍ଷ ପୂଜାର୍ଚ୍ଚନା ପାଇଁ ବାରଣାସୀ ଜିଲ୍ଲା ଜଜଙ୍କ କୋର୍ଟରେ ଅପିଲ କରିଥିଲେ । ଯାହାର ଶୁଣାଣି କରି ଜାନୁଆରୀ ୩୧ରେ ପୂଜା ପାଇଁ ଅନୁମତି ଦେଇଥିଲେ କୋର୍ଟ । ଏହାପରେ ସେଠାରେ ପୂଜାର୍ଚ୍ଚନା ହୋଇ ଆସୁଛି । କିନ୍ତୁ ତଳ କୋର୍ଟଙ୍କ ନିର୍ଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ମୁସଲିମ ପକ୍ଷ । ଫେବ୍ରୁଆରୀ ୧୫ରେ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଥିଲେ କୋର୍ଟ । ଆଜି ହିନ୍ଦୁ ପକ୍ଷ ପୂଜା ଜାରି ରଖିବା ପାଇଁ ଆସିଛି ବଡ଼ ରାୟ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login