The Ultimate Managed Hosting Platform
ADVERTISEMENT

ଜେଲରେ କଏଦୀର ଆତ୍ମହତ୍ୟା !

Facebook
Twitter
LinkedIn

ବରଗଡ : ବରଗଡ ଜିଲ୍ଲା କାରାଗାରରେ କଏଦୀର ଆତ୍ମହତ୍ୟା । ବିଦ୍ୟୁତ ତାରକୁ ଧରି କଏଦୀ ଆତ୍ମହତ୍ୟା କରିଥିବା ସୂଚନା । ଗତ ଅଗଷ୍ଟ ମାସରୁ ପକ୍ସୋ ମାମଲାରେ ଜେଲରେ ଥିଲେ । ମୃତକ ଅତାବିରା ବ୍ଲକ ଜହ୍ନାପଡାର ହୋଇଥିବା ସୂଚନା ରହିଛି । ତ୍ୟୁର କାରଣ ଅସ୍ଫଷ୍ଟ ଥିବାବେଳେ ପୋଲିସର ଛାନବିନ ଜାରି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login