ପାଲଲହଡା : ପାଲଲହଡା ବିଇଓ ଅଫିସର ଜେଇଙ୍କ ଘରେ ଭିଜିଲାନ୍ସ ରେଡ । ବିଇଓ ଅଫିସର ଜେଇ ପ୍ରସନ୍ନ କୁମାର ପାଣିଙ୍କ ଘରେ ରେଡ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ । ଅନୁଗୁଳ, ପୁରୀ, ଭୁବନେଶ୍ୱରର ୯ଟି ସ୍ଥାନରେ ଭିଜିଲାନ୍ସ ରେଡ । ପାଲଲହଡା ଅଫିସ ଓ ଭଡା ଘରେ ଭିଜିଲାନ୍ସ ଚଢାଉ । ଭୁବନେଶ୍ୱରର ୬ଟି ଓ ପୁରୀରେ ଗୋଟିଏ ସ୍ଥାନରେ ରେଡ । ଚଢାଉରେ ଭିଜିଲାନ୍ସର ୬ ଡିଏସପି, ୬ ଇନସ୍ପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି । ଭୁବନେଶ୍ୱର ସୁନ୍ଦରପଦାରେ ରହିଛି ୩ଟି ତିନି ମହଲା ଘର। ଏହାସହ ସୁନ୍ଦରପଦାର ହାଇଟେକ ପ୍ଳାଜାରେ ରହିଛି ଫ୍ଲାଟ।
Views: 60