The Ultimate Managed Hosting Platform
ADVERTISEMENT

ଜୁନ୍ ୪ରୁ ୨୦୨୪-ଟି୨୦ ବିଶ୍ୱକପ୍

Facebook
Twitter
LinkedIn

ନୂଆଦିଲ୍ଲୀ : ଜୁନ୍ ୪ରୁ ୩୦ ଯାଏଁ ଖେଳାଯିବ ୨୦୨୪ ଟି-୨୦ ବିଶ୍ୱକପ । ୱେଷ୍ଟ ଇଣ୍ଡିଜ ଓ ଆମେରିକାରେ ଖେଳାଯିବ ଟି୨୦ ବିଶ୍ୱକପ । ୱେଷ୍ଟଇଣ୍ଡିଜ ଓ ଆମେରିକାର ୧୦ଟି ଭେନ୍ୟୁରେ ଖେଳାଯିବ ମ୍ୟାଚ । ସର୍ଟଲିଷ୍ଟ ହୋଇଥିବା ଆମେରିକାର ୫ଟି ଭେନ୍ୟୁ ପରିଦର୍ଶନ କରିବ ଆଇସିସି । ଚଳିତ ସପ୍ତାହ ନ୍ୟୁୟର୍କର୍ ଓ ଫ୍ଲୋରିଡା ସମେତ ୫ଟି ଭେନ୍ୟୁ ପରିଦର୍ଶନ କରିବ । ପରିଦର୍ଶନ ପରେ ଭେନ୍ୟୁକୁ ନେଇ ଆସନ୍ତା ମାସ ଚୂଡାନ୍ତ ନିଷ୍ପତ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ

ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ

ଭୁବନେଶ୍ୱର : ମମତା ବାନାର୍ଜୀଙ୍କୁ କଡା କାଉଣ୍ଟପ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଝିଅମାନେ ରାତିରେ ବାହାରକୁ ଯିବା ଉଚିତ ନୁହେଁ ମମତାଙ୍କ ମନ୍ତବ୍ୟକୁ ସମାଲୋଚନା...

Login