ଭୁବନେଶ୍ୱର : ଜୁନରେ ମେଟ୍ରୋ ଟ୍ରେନ ଚଳାଚଳ ପାଇଁ ଭିତ୍ତିପ୍ରସ୍ତର ପକାଇପାରନ୍ତି ମୁଖ୍ୟମନ୍ତ୍ରୀ। ମେଟ୍ରୋ ଟ୍ରେନ ଚଳାଚଳ ନେଇ ନଗର ଉନ୍ନୟନ ବିଭାଗ ସଚିବଙ୍କ ସୂଚନା । ମେଟ୍ରୋ ଟ୍ରେନ ପାଇଁ ସର୍ଭେ ସରିଛି । ଦିଲ୍ଲୀ ମେଟ୍ରୋ ରେଳ ନିଗମ ଏହାର ଡିପିଆର ପ୍ରସ୍ତୁତ କରୁଛି । ଏହା ଅନ୍ତିମ ପର୍ୟ୍ୟୟରେ ପହଞ୍ଚିଛି। ଜୁନ୍ ମାସରେ ଏ ପ୍ରକଳ୍ପର ଭିତ୍ତିପ୍ରସ୍ତର ପାଇଁ ଶୁଭାରମ୍ଭ କରିପାରନ୍ତି ମୁଖ୍ୟମନ୍ତ୍ରୀ। କେଉଁ ରୁଟ୍ରେ ଯିବ ମେଟ୍ରୋ ଯିବ ତାହା ଚିହ୍ନଟ ହୋଇଛି। ପ୍ରଥମ ପର୍ୟ୍ୟାୟରେ ଭୁବନେଶ୍ୱରରୁ କଟକ ମେଟ୍ରୋ ଟ୍ରେନ ଚାଲିବ । ପରବର୍ତ୍ତୀ ସମୟରେ ଜଟଣୀ, ପୁରୀକୁ ମେଟ୍ରୋ ଟ୍ରେନ ଯିବା ପାଇଁ ଯୋଜନା କରାଯାଉଛି ।
Views: 82