The Ultimate Managed Hosting Platform
ADVERTISEMENT

ଜୁନ ୧୪ ଯାଏଁ ସମୁଦ୍ରରେ ମାଛଧରା ମନା

Facebook
Twitter
LinkedIn

ଭୁବନେଶ୍ୱର : ଜୁନ ୧୪ ତାରିଖ ଯାଏଁ ମାଛଧରା ନେଇ କଟକଣା । ୬୧ ଦିନ ପାଇଁ କଟକଣା ଲଗାଇଲେ ରାଜ୍ୟ ସରକାର । ମତ୍ସ୍ୟ ସମ୍ପଦ ସରଂକ୍ଷଣ ନେଇ ସରକାରଙ୍କ ପଦକ୍ଷେପ । ପାରାଦୀପରେ ଆଜିଠାରୁ ମାଛଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ। ପାରାଦୀପରେ ୨୫୪୩ ଯନ୍ତ୍ର ଚାଳିତ ଡଙ୍ଗା ଓ ୬୧୧ଟି ସୋନା ବୋଟ୍ ଚଳାଚଳ ବନ୍ଦ ହୋଇଛି। ଆଜିଠାରୁ ଜୁନ୍ ୧୪ ଯାଏଁ ସମୁଦ୍ରରେ ମାଛଧରା ମନା ହୋଇଥିବାରୁ ସମୁଦ୍ରକୁ ଯିବେ ନାହିଁ ମତ୍ସ୍ୟଜୀବୀ। ମତ୍ସ୍ୟ ସମ୍ପଦ ବୃଦ୍ଧି ପାଇଁ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ସରକାର ରୋକ୍ ଲଗାଇଛନ୍ତି। ଗତକାଲି ରାତି ସୁଦ୍ଧା କୂଳକୁ ଫେରିଛନ୍ତି ସମସ୍ତ ସୋନା ବୋଟ୍ ଓ ଯନ୍ତ୍ର ଚାଳିତ ଡଙ୍ଗା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login