ଚୈାଦ୍ୱାର : ଚୈାଦ୍ୱାର ଜେଲରେ ଦଉଡି ଲଗାଇ ଜୀବନ ହାରିଲେ କଏଦୀ । କଟକ ବଡ ମେଡିକାଲରେ କଏଦୀଙ୍କୁ ମୃତ ଘୋଷଣା କଲେ ଡାକ୍ତର । କଏଦୀ ଜଣଙ୍କ କାହିଁକି ଏପରି କଲେ ଜଣାପଡିନାହିଁ । ମୃତ କଏଦୀଙ୍କ ନାଁ ପବିତ୍ର କୁମାର ସାହୁ । ଘଟଣାର ତଦନ୍ତ ପାଇଁ ଯିବେ ଏଡିଜି ଅମିତାଭ ଠାକୁର । କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା ସେନେଇ ତଦନ୍ତ କରାଯିବ ।
Views: 49











