The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ

Facebook
Twitter
LinkedIn

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯାଳୟ ସମ୍ମୁଖରେ ଆରମ୍ଭ ହୋଇଛି ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲୀ ଯୋଗ ଦେଇଥିବା ବେଳେ ତାଙ୍କ ସହିତ ସମ୍ମାନିତ ଅତିଥି ଭାବେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ପ୍ରିନ୍ସପାଲ ସେକେଟ୍ରେରୀ ସୁରେଶ କୁମାର ବଶିଷ୍ଟ ଯୋଗ ଦେଇଥିବା ତାଙ୍କ ସହିତ ସମ୍ମାନିତ ଅତିଥି ଭାବେ ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାଶ, ବାଲିକୁଦା ଏରସମା ବିଧାୟକ ରଘୁନନ୍ଦନ ଦାଶ, ଜିଲ୍ଲାପାଳ ପାରୁଲ ପଟାୱାରୀ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ କୈଳାଶ ଚନ୍ଦ୍ର ମଲ୍ଲିକ, ଜିଲ୍ଲା ପରିଷଦ ଅଧକ୍ଷ ମନୋଜ ଭୋଇ, ପୌରପରିଷଦ ଅଧକ୍ଷା ଅର୍ଚ୍ଚନା ସିଂ, ଜଗତସିଂହପୁର ବ୍ଲକ ଚେୟାରମ୍ୟାନ କନକ ପ୍ରଭା ଲେଙ୍କା ଉପସ୍ଥିତ ରହିଥିବା ବେଳେ ପ୍ରଥମେ ମାନ୍ୟଗଣ ଅତିଥି ମାନଙ୍କ ଦ୍ୱାର ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପୁଷ୍ପ ମାଲ୍ୟ ପ୍ରଦୀପ୍ତ ପ୍ରଜ୍ବଳନ କରାଯାଇ ଏହି କାର୍ୟ୍ୟକ୍ରମ ଆରମ୍ଭ କରାଯାଇ ଥିଲା । ପ୍ରଥମେ ସମ୍ମାନିତ ଅଥିତି ମାନଙ୍କ ଦ୍ୱାର ବିଭିନ୍ନ ମିଶନ ଶକ୍ତି ଓ ବିଭିନ୍ନ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ କରା ଯାଇଥିବା ଷ୍ଟଲ ଗୁଡିକ ବୁଲି ପରିଦର୍ଶନ କରିଥିଲେ । ପରେ ପରେ ପ୍ରିନ୍ସପାଲ ସେକେଟ୍ରେରୀ ସୁରେଶ କୁମାର ନିଜର ଅଭିଭାଷଣ ମାଧ୍ୟମରେ ଜଗତସିଂହପୁର ଜିଲ୍ଲା ଯେଉଁ ଭଳି ଦୁଗ୍ଧ ଉତ୍ପାଦନରେ ଏକ ନମ୍ବର ହୋଇ ପାରିଛି । ସେହିପରି କିପରି ଭାବେ ମତ୍ସ୍ୟ ଚାଷରେ ଏକ ନମ୍ବର ହୋଇପାରିବ ସେ ସମ୍ଭଧରେ ଲୋକ ମାନଙ୍କ ଅବଗତ କରାଇଥିଲେ ଏବଂ ସମସ୍ତ ଅତିଥି ମାନେ ନିଜ ନିଜର ଅଭିଭାଷଣ ରଖିବା ସହିତ ଜିଲ୍ଲା କିପରି କୃଷି, ପ୍ରାଣୀ, ମତ୍ସ୍ୟ କ୍ଷେତ୍ରରେ ଚାଷୀ ମାନେ ସ୍ୱାବଲମ୍ବୀ ହେଉଥିବା ନେଇ କହିଥିଲେ । ଶେଷରେ ଜିଲ୍ଲା ରେ ବିଭିନ୍ନ ସଫଳ ଚାଷୀ ମାନଙ୍କ ର ଚାଷ ର ଶୈଳୀ ଭିଡ଼ିଓ ଜରିଆରେ ଦେଖାଇ ବା ସହିତ ଆସିଥିବା ଶତାଧିକ ମିଶନ ଶକ୍ତି ମହିଳା ଓ ଚାଷୀ ମାନଙ୍କୁ ଅତିଥି ମାନେ ଧନ୍ୟବାଦ ଅର୍ପଣ କରିଥିବାର ଦେଖା ଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଅପରେସନ ସିନ୍ଦୂରରେ ଭାରତର କିଛି ବି କ୍ଷତି ହୋଇନି , ଯଦି ଅଛି ତେବେ ଗୋଟେ ଫଟୋ ଦେଖାଅ : ଅଜିତ ଡୋଭାଲ

ଅପରେସନ ସିନ୍ଦୂରରେ ଭାରତର କିଛି ବି କ୍ଷତି ହୋଇନି , ଯଦି ଅଛି ତେବେ ଗୋଟେ ଫଟୋ ଦେଖାଅ : ଅଜିତ ଡୋଭାଲ

ନୂଆଦିଲ୍ଲୀ : ଅପରେସନ ସିନ୍ଦୂରକୁ ନେଇ ବିଦେଶୀ ଗଣମାଧ୍ୟମ ଉପରେ ବର୍ଷିଲେ ଏନଏସଏ ଅଜିତ ଡୋଭାଲ । ଅପରେସନ ସିନ୍ଦୂରରେ ଭାରତ ଆଦୌ କ୍ଷତି ସହିନି ।...

ADVERTISEMENT
ପାଚିଲା ଅମୃତଭଣ୍ଡା ରସକୁ ପିଇଲେ ମିଳେ ଅନେକ ଫାଇଦା, ଆଖି ପାଇଁ ଲାଭଦାୟକ

ପାଚିଲା ଅମୃତଭଣ୍ଡା ରସକୁ ପିଇଲେ ମିଳେ ଅନେକ ଫାଇଦା, ଆଖି ପାଇଁ ଲାଭଦାୟକ

ବ୍ୟୁରୋ : ଅମୃତଭଣ୍ଡା ଫାଇବର, ଭିଟାମିନ୍, ମିନେରାଲ୍ ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଏକ ଫଳ । ପିଲାଙ୍କଠାରୁ ବୃଦ୍ଧ ପର୍ୟ୍ୟନ୍ତ ଘରର ସମସ୍ତଙ୍କ ଖାଦ୍ୟରେ ଅମୃତଭଣ୍ଡା ସାମିଲ...

Login