ଜଗତସିଂହପୁର : ଗୋଷ୍ଠୀ କନ୍ଦଳରେ ଜଡସଡ ଜଗତସିଂହପୁରକୁ ସଜାଡିବାକୁ ବିଜେଡିର ଉଦ୍ୟମ । ଜିଲ୍ଲା ସହ ପର୍ଯ୍ୟବେକ୍ଷକ ନିଯୁକ୍ତି ଦେଲା ବିଜେଡି । ଗିରୀଶ ଚନ୍ଦ୍ର ଦାସଙ୍କୁ ଜିଲ୍ଲା ସହ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଲା ଦଳ । ମୀନକେତନ ଅମାତଙ୍କୁ ବାଲିକୁଦା , ମନୋଜ ନାୟକଙ୍କୁ ଜଗତସିଂହପୁର ଦାୟିତ୍ୱ । ସୋଲାର ମିଶ୍ର ତିର୍ତ୍ତୋଲ, ସନ୍ତୋଷ ବେଜ୍ ପାରାଦୀପ ପର୍ଯ୍ୟବେକ୍ଷକ । ଏ ନେଇ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ସୂଚନା ଦେଇଛନ୍ତି।
Views: 136