The Ultimate Managed Hosting Platform
ADVERTISEMENT

ଜିଦରେ ଅଟଳ ଆନେ୍ଦାଳନକାରୀ , ପିକନିକ ରୁତୁରେ ଶିମିଳିପାଳ ବନ୍ଦ

Facebook
Twitter
LinkedIn

କରଞ୍ଜିଆ: ପିକନିକ୍ ଋତୁରେ ଶିମିଳିପାଳ ବନ୍ଦ । ଜିଦରେ ଅଟଳ ଆନ୍ଦୋଳନକାରୀ । ଜନପ୍ରତିନିଧିଙ୍କ ସମସ୍ତ ଉଦ୍ୟମ ଫେଲ୍ ପରେ ସମାଧାନ ପାଇଁ ୨ଦିନ ସମୟ ଦେଇଛି ପ୍ରଶାସନ। ୩ ପଂଚାୟତବାସୀ ମିଳିତ ଆଲୋଚନା କରି ରବିବାର ସୁଦ୍ଧା ନିଷ୍ପତ୍ତି ଜଣାଇବାକୁ କୁହାଯାଇଛି। ଶିମିଳିପାଳ ଅଭୟାରଣ୍ୟ ବନ୍ଦ ଥିବାରୁ କୋଟି କୋଟି ଟଙ୍କା ରାଜସ୍ବ ହରାଉଛନ୍ତି ସରକାର । ଶିମିଳିପାଳ ବିକାଶ ପରିଷଦ ସଙ୍ଗଠନ ଡାକରାରେ ୫ ଦଫା ଦାବି ନେଇ ଗତ ନଭେମ୍ବର ୨୫ ତାରିଖରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବିଭିନ୍ନ ପଂଚାୟତବାସୀ। ବନ ବିଭାଗ ଏବଂ ପ୍ରଶାସନ ଅଧିକାରୀ ଆଲୋଚନା କରିଥିଲେ ବି କୌଣସି ସମାଧାନର ରାସ୍ତା ବାହାରି ପାରୁନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login