The Ultimate Managed Hosting Platform
ADVERTISEMENT

ଜାହାଜରେ ଡ୍ରଗ୍ସ ଚାଲାଣ !

Facebook
Twitter
LinkedIn

ପାରାଦୀପ : ଜାହାଜରୁ ସନେ୍ଦହ ଜନକ ଆଉ ୧୪ ପ୍ୟାକେଟ ଜବତ । ପିଆଇସିଟି ବାର୍ଥରେ ଲାଗିଥିବା ଜାହାଜରୁ ମୋଟ ୨୨ ପ୍ୟାକେଟ ଜବତ । ଷ୍ଟିଲ ପ୍ଲେଟ ଆଣି ଆସିଥିବା ଏମଭି ଦେବା ଜାହାଜରୁ ଜବତ । ଜାହାଜର ସବୁ ଅପରେସନ ବନ୍ଦ କଷ୍ଟମ ଅଧିକାରୀଙ୍କ ତନାଘନା । କ୍ରିଉ ମେମ୍ବରଙ୍କୁ ଓହ୍ଲାଇ ସନ୍ଧାନୀ କୁକୁର ଦ୍ୱାରା ସର୍ଚ୍ଚ ଅପରେସନ ଜାରି । ଡ୍ରଗ ଟେଷ୍ଟିଂ କିଟ ଅଧିକାରୀଙ୍କ ଜାହାଜରେ ଯାଞ୍ଚ । ତେବେ ଜାହାଜର କର୍ମଚାରୀ ଏହି ପ୍ୟାକେଟକୁ କିଏ ଓ କଣ ପାଇଁ ରଖିଛି ତାହା କହି ପାରିନଥିଲେ। ପାରାଦୀପ ଆଦର୍ଶ ଥାନା , ସିଆଇଏସଏଫ ଓ ଡଗ୍ ସ୍କ୍ୱାର୍ଡକୁ ଖବର ଦିଆଯାଇଥିଲା। ଯାଞ୍ଚ ସମୟରେ ଏହି ପ୍ୟାକେଟ ଖୋଲାଯିବା ପରେ ସେଥିରୁ କିଛି ସନ୍ଦେହଜନକ ଜିନିଷ ମିଳିଛି। ତେବେ ଏହାକୁ ନେଇ ଭୟଭୀତ ହେବାର କିଛି କାରଣ ନାହିଁ ବୋଲି କୁହାଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login