ଭୁବନେଶ୍ୱର : ଜାଲ ସାର୍ଟିଫିକେଟ ପ୍ରସଙ୍ଗରେ ନରସିଂହ ମିଶ୍ରଙ୍କ ପ୍ରତିକ୍ରୟା । ଜାଲିଆତିର ମୁଖ୍ୟ ଅଭିଯୁକ୍ତ ଙ୍କ ଘରକୁ ଯାଉଥିଲେ ପୂର୍ବତନ ମନ୍ତ୍ରୀ ଓ ବିଧାୟକ । ସରକାରୀ କ୍ୱାର୍ଟରରେ ଅଭିଯୁକ୍ତ ରହୁଛି କହି ବର୍ଷିଲେ ନରସିଂହ । ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସହ ମଧ୍ୟ ଅଭିଯୁକ୍ତଙ୍କ ଫଟୋ ଆସିଲା । ଫଟୋ ନେଇ ସ୍ପଷ୍ଟୀକରଣ ଦାବି କଲୁ , ହେଲେ ମନ୍ତ୍ରୀ କିଛି କହିଲେନି । ରାଜ୍ୟ ବାହାର ଲିଙ୍କ ପାଇଁ କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ଦେଇଥାଇପାରନ୍ତି ।
ଅନ୍ୟପଟେ ଫେକ ସାର୍ଟିଫିକେଟ ଘଟଣାରେ କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ୱ ପ୍ରସଙ୍ଗ । କ୍ରାଇମବ୍ରାଞ୍ଚର ତଦନ୍ତ ନେଇ ପ୍ରତିକ୍ରିୟା ରଖିଲେ ଜୟନାରାୟଣ ମିଶ୍ରା ଆଜି ଯାଏଁ୨୨୫ଟି ମାମଲା ତଦନ୍ତ ନେଇ ମାତ୍ର ୪୫ଟିର ଚାର୍ଜସିଟ କରିପାରିଛି । ସରକାରୀ ଦଳର ଏଜେଣ୍ଟ ସାଜିଛି କ୍ରାଇମବ୍ରାଞ୍ଚ ବୋଲି କହିଲେ ଜୟନାରାୟଣ । କ୍ରାଇମବ୍ରାଞ୍ଚ ତଦନ୍ତ କରି ଲୋକଙ୍କୁ ନ୍ୟାୟ ଦେଇ ପାରିବ ନାହିଁ । ଫେକ ସାର୍ଟିଫିକେଟରେ ସରକାୀ ଦଳର ନେତାଙ୍କ ସମ୍ପୃକ୍ତି ରହିଛି । ତେଣୁ ଅନ୍ୟ ଘଟଣା ଭଳି ଏହି ଘଟଣାକୁ ମଧ୍ୟ ଚପାଇ ଦେବେ । ନବ ଦାସ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିଲା , କଣ ହେଲା । ଏହି କେସ କ୍ରାଇମବ୍ରାଞ୍ଚ ତଦନ୍ତ କରି ନ୍ୟାୟ ଦେଇ ପାରିବ ନାହିଁ ।
ଜାଲ ସାର୍ଟିଫିକେଟକୁ ନେଇ ବର୍ଷିଲେ ନରସିଂହ ଓ ଜୟନାରାୟଣ

Facebook
Twitter
LinkedIn
Facebook
Twitter
LinkedIn
Recent News
ପୁଣି ରେଲୱେ ଟ୍ରାକରେ IED ବିସ୍ଫୋରଣ
କୋଇଡା : ଓଡିଶା ଝାଡଖଣ୍ଡ ସୀମାରେ ପୁଣି ଆଇଇଡି ବିସ୍ଫୋରଣ । ଝାଡଖଣ୍ଡ କରମପଦା ରେଲୱେ ଷ୍ଟେସନ ନିକଟରେ ବିସ୍ଫୋରଣ । ଓଡିଶାର କେ , ବଲାଙ୍ଗ...
ମେଳାରେ ଅଗ୍ନିକାଣ୍ଡ : ୩୦ ଦୋକାନ ପାଉଁଶ
ରାଉରକେଲା : ଝିରପାଣି ଗାଁ ମେଳାରେ ଅଗ୍ନିକାଣ୍ଡ । ଜଳିଗଲା ୩୦ ଦୋକାନ । ଭୋର ସମୟରେ ଲାଗିଥିଲା ନିଆଁ । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ...
୫୦ ଲକ୍ଷର ସୁନାଗହଣା ପୋଛିନେଲେ !
ସୋର : ଦହିଷଡା ଗାଁରେ ବ୍ୟବସାୟୀଙ୍କ ଘରୁ ବଡ ଧରଣର ଲୁଟ । ଘରର ପଛ କବାଟ ଭାଙ୍ଗି ବନ୍ଧୁକ, ଭୁଜାଲି ଦେଖାଇ ଲୁଟିଲେ ଦୁର୍ବୁତ୍ତ ।...
ଭ୍ୟାନକୁ ପିଟିଲା ହାଇୱା :୨୦ ଆହତ
ସୁବର୍ଣ୍ଣପୁର : ଭ୍ୟାନକୁ ପଛରୁ ଧକ୍କା ଦେଲା ହାଇୱା । ଫଳରେ ୨୦ ଜଣ ଆହତ ହୋଇଛନ୍ତି । ଏନଏଚ ୫୭ ଝିଙ୍କି ପନ୍ଥେଇ ନିକଟରେ ସଡକ...