ଭୁବନେଶ୍ୱର : ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ସନଗୁମରନôମ ଜାନୁଆରୀରେ ଓଡିଶା ଆସିବେ । ରାଷ୍ଟ୍ରପତି ଶ୍ରୀ ସନଗୁମରତ୍ନମଙ୍କ ଓଡ଼ିଶା ଗସ୍ତ ନେଇ ସିଙ୍ଗାପୁର ହାଇକମିସନର ସିମୋନ୍ ୱଙ୍ଗ୍ ଆଜି ଲୋକସେବା ଭବନରେ ଏହି ସୂଚନା ଦେଇଛନ୍ତି। ଶ୍ରୀ ୱଙ୍ଗ୍ କହିଛନ୍ତି ଯେ, ଭାରତ ଗସ୍ତ ଅବସରରେ ରାଷ୍ଟ୍ରପତି ସନଗୁମରତ୍ନମ ଓଡ଼ିଶା ଗସ୍ତରେ ଆସିବେ। ସିଙ୍ଗାପୁର ଓ ଭାରତର ୬୦ ବର୍ଷ କୁଟନୈତିକ ସଂପର୍କ ଅବସରରେ ଏହି ଗସ୍ତ ହେଉଛି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ ଜରିଆରେ ସୂଚନା ଦେଇଛନ୍ତି।
Views: 71











