The Ultimate Managed Hosting Platform
ADVERTISEMENT

ଜାନୁଆରୀ ସୁଦ୍ଧା ସରିବ ରତ୍ନଭଣ୍ଡାର ମରାମତି

Facebook
Twitter
LinkedIn

ପୁରୀ : ଦିନେ ଦୁଇ ଦିନ ଭିତରେ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ । ଜାନୁଆରୀ ୩୧ ତାରିଖ ସୁଦ୍ଧା ମରାମତି କାମ ସରିବ । ରତ୍ନଭଣ୍ଡାର ଗଣତି ମଣତି ମଧ୍ୟ ଜାନୁଆରୀ ଶେଷ ସୁଦ୍ଧା ସରିଯିବ । ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଜି ଏହି ସୂଚନା ଦେଇଛନ୍ତି । ଜିପିଏସ ରିପୋର୍ଟରେ ଅନ୍ୟ କିଛି ସୁଡ଼ଙ୍ଗ ନାହିଁ । ଧାତବ ଜିନିଷ ଥିବା ନେଇ ଯେଉଁ ପରିକଳ୍ପନା କରାଯାଉଥିଲା, ସେମିତି କିଛି ମଧ୍ୟ ନଥିବା ଆଇନ ମନ୍ତ୍ରୀ କହିଛନ୍ତି । ଦ୍ଵିତୀୟ ପର୍ୟ୍ୟାୟରେ ଛତିଶା ନିଯୋଗ ସହ ଶ୍ରୀମନ୍ଦିର ପ୍ରଶାସନର ଆଲୋଚନା ସରିଛି । ଆଜି ସିଡ୍ୟୁଲ ଦାଖଲ କରିବ ଏଏସଆଇ । ତୁରନ୍ତ କାମ ଆରମ୍ଭ ପାଇଁ ଏଏସଆଇକୁ ଅନୁମତି ପତ୍ର ଦେଇଛି ମନ୍ଦିର ପ୍ରଶାସନ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login