The Ultimate Managed Hosting Platform
ADVERTISEMENT

ଜଳିଗଲା ୫ ଲକ୍ଷର ନଡା ଗଦା

Facebook
Twitter
LinkedIn

କାମାକ୍ଷାନଗର : ନିଆଁ ଲାଗି ଜଳିଗଲା ୫ ଲକ୍ଷ ଟଙ୍କାର ନଡା ଗଦା । ଟୁମୁସିଙ୍ଗା ଥାନା ମହୁଲି ଗାଁରେ ଜଳିଗଲା ନଡା ଗଦା । ଛତୁ ଚାଷ ପାଇଁ ନଡା ଗଦା କରି ରଖିଥିଲେ ଚାଷୀ । ଢେଙ୍କାନାଳ କାମାକ୍ଷାନଗର ଥାନା ମହୁଲି ଗାଁର ନିର ସାହୁ ପାଳ ଛତୁ ଚାଷ କରିବା ପାଇଁ ଲକ୍ଷାଧିକ ଟଙ୍କାର ନଡା କିଣି ଗଛିତ ରଖିଥିଲେ। ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ନଡା ଗଦାରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ନିଆଁ ଏତେ ଯୋରରେ ଲାଗିଥିଲା ଯେ ଆୟତ୍ତ କରିବା ସମ୍ଭବ ହୋଇନଥିଲା । ଖବର ପାଇ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲେ । ଏତେ ପରିମାଣର ନଡାପୋଡି ଯିବାରୁ ଚିନ୍ତାରେ ଭାଙ୍ଗି ପଡିଛନ୍ତି ଚାଷି । ଧାର ଉଧାର କରି ନଡା କିଣି ଛତୁ ଚାଷ କରିବା ପାଇଁ ଗଚ୍ଛିତ ରଖିଥିଲେ ଚାଷି ନିର ସାହୁ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login