କେନ୍ଦ୍ରାପଡା : ଚଳନ୍ତା ବସରେ ଅଗ୍ନିକାଣ୍ଡ । କୋଲକାତାରୁ ପାରାଦୀପ ଆସୁଥିବା ବସରେ ଲାଗିଲା ନିଆଁ । ଏନଏଚରେ ଖଡଗପୁରର ମାଝପୁର ନିକଟରେ ଅଚାନକ ଲାଗିଲା ନିଆଁ । ଓଡିଶାର ଜଣେ ମହିଳା ମୃତ । ମୃତ ମହିଳା କେନ୍ଦ୍ରାପଡା ଇଚ୍ଛାପୁର ନିକଟ ନୋଳିଆ ଗାଁର ପୁଷ୍ପାଞ୍ଜଳୀ । ତାଙ୍କ ସ୍ୱାମୀ କୋଲକତାରେ ଚାକିରି କରିଥିଲେ । ମହିଳାଜଣକ କୋଲକତାରେ ରହୁଥିବା ବେଳେ ଦୀପାବଳି ପାଇଁ ନିଜ ସ୍ୱାମୀ ଓ ପୁଅଙ୍କ ସହ ଘରକୁ ଯାଉଥିବା ବେଳେ ଏହି ଅଗ୍ନିକାଣ୍ଡରେ ସମ୍ପୂର୍ଣ୍ଣ ଜଳି ଯାଇଛନ୍ତି।ବସରେ ମୋଟ ୩୮ ଜଣ ଯାତ୍ରୀ ଥିବା ବେଳେ ଓଙ୍ଗିଶାରୁ ଥିଲେ ୨୫ । କେନ୍ଦ୍ରାପଡାର ୧୬, ପାରାଦୀପର ୨, ଯାଜପୁରର ୭ ଯାତ୍ରୀ ଥିଲେ । ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ସାଢେ ୯ଟା ସମୟରେ କୋଲକାତାରୁ ପାରାଦୀପ ଆସୁଥିବା ଶିବମ ବସ ଖଡ଼ଗପୁର ଡେବ୍ରା ମାଧପୁର ଠାରେ ନିଆଁ ଲାଗି ଜଳିଯାଇଥିଲା ଯାତ୍ରୀବାହୀ ବସ । ନିଆଁ ଲାଗିବା ପରେ କିଛି ଯାତ୍ରୀ ବସ୍ର ଝରକା କାଚ ଭାଙ୍ଗି ବାହାରକୁ ଡେଇଁପଡ଼ିଥିଲେ। ୩୬ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପରେ ଛାଡ଼ିଦିଆ ଯାଇଛି।
ଜଳିଗଲା ବସ: ମହିଳା ମୃତ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







