ନୂଆଦିଲ୍ଲୀ : ଜମ୍ମୁ – କାଶ୍ମୀର ଓ ହରିୟାଣା ପାଇଁ ଆସିଲା ନିର୍ବାଚନୀ ତାରିଖ । ସବୁ ପ୍ରତୀକ୍ଷାର ଘଟିଲା ଅନ୍ତ । ଏଥର ଭୋଟ ଦେବ ଜମ୍ମ-କାଶ୍ମୀର । ଏନେଇ ଆଜି ତାରିଖ ଘୋଷଣା ହୋଇଛି । ମୁଖ୍ୟ ନିର୍ବାଚନ ଆୟୋଗ ରାଜୀବ କୁମାର କହିଛନ୍ତି କି, ହରିଆଣା ଓ ଜାମ୍ମୁ-କାଶ୍ମୀରର ସ୍ଥିତି ଦେଖିବାକୁ ଏକ ଟିମ୍ ଯାଇଥିଲା । ଏଥର ଜମ୍ମୁ-କାଶ୍ମୀରରେ ୯୦ ବିଧାନସଭା ଆସନରେ ଭୋଟିଂ ହେବ । ମୋଟ ୮୭ ଲକ୍ଷ ୯ ହଜାର ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ । ସେହିଭଳି ହରିଆଣାରେ ମଧ୍ୟ ୯୦ ଟି ବିଧାନସଭା ଆସନ ପାଇଁ ମତଦାନ ହେବ । ଏଠାରେ ୨ କୋଟି ୧ ଲକ୍ଷ ମତଦାତା ମତଦାନ କରିବେ । ଏଥିପାଇଁ ୨୦ ହଜାର ୨୬୯ ପୁଲିଂ ଷ୍ଟେସନର ବ୍ୟବସ୍ଥା କରାଯିବ । ୧୫୦ ରୁ ଅଧିକ ମେଡାଲ ପୁଲିଂ ବୁଥ୍ ରହିବ । ହରିଆଣାରେ ଗୋଟିଏ ପର୍ୟ୍ୟାୟରେ ମତଦାନ ହେବ । ଅକ୍ଟୋବର ପହିଲାରେ ହରିଆଣାର ୯୦ ଆସନ ପାଇଁ ମତଦାନ ହେବ । ସେହିଭଳି ଜମ୍ମୁ-କାଶ୍ମୀରର ୯୦ ଆସନ ପାଇଁ ୩ଟି ପର୍ୟ୍ୟାୟରେ ମତଦାନ ହେବ । ସେପ୍ଟେମ୍ବର ୧୮, ସେପ୍ଟେମ୍ବର ୨୫ ଓ ଅକ୍ଟୋବର ୧ ରେ ତୃତୀୟ ପର୍ୟ୍ୟାୟ ଭୋଟିଂ ହେବ । ଅକ୍ଟୋବର ୪ ତାରିଖରେ ଫଳାଫଳ ଘୋଷଣା ହେବ ।
ଜମ୍ମୁ – କାଶ୍ମୀର ଓ ହରିୟାଣା ପାଇଁ ଆସିଲା ନିର୍ବାଚନୀ ତାରିଖ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







