ତେଲକୋଇ : ଚାଷ ଜମିରେ ମୁର୍ମୂଷ ଅବସ୍ଥାରେ ପଡିଛି ମାଖନା ହାତୀ । କନ୍ତଲେଇ-ଉଦୟଗିରି ରାସ୍ତା କଡରେ ଥିବା ଜମିରେ ପଡିଛି ଅସୁସ୍ଥ ହାତୀ । ୩ ମାସ ପୂର୍ବେ ଦନ୍ତା ହାତୀ ଆକ୍ରମଣରେ ହୋଇଥିଲା ଆହତ । ବନ ବିଭାଗ ପକ୍ଷରୁ ୨ ଥର ଟ୍ରାଙ୍କୁଲାଇଜ କରି କରାଯାଇଥିଲା ଚିକିତ୍ସା । ଘଟଣାସ୍ଥଳରେ ବନବିଭାଗର ଏକ ଟିମ ପହଁଚି କରୁଛି ଯାଞ୍ଚା
Views: 49











