କେନ୍ଦୁଝର:ପୁଣି ହାତୀ ନେଲା ଜୀବନ । ମଣିଷ ଓ ହାତୀର ଛକାପଞ୍ଝା ଲଢେଇ ଭିତରେ କେତେବେଳେ ମଣିଷର ଜୀବନ ଯାଉଛି ତ କେତେବେଳେ ହାତୀ ପ୍ରାଣ ହରାଉଛି । ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ । ସଦର ରେଞ୍ଜ ବାସୁଦେବପୁର ଜଙ୍ଗଲରେ ଦଳିଦେଲା ହାତୀ । ଛେଳି ଚରାଇବାକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ।
Views: 90