ମୋହନା : ଜଙ୍ଗଲରୁ ୩୭ କ୍ୱିଣ୍ଟାଲ ଗଞ୍ଜେଇ ଜବତ କଲା ପୋଲିସ । ଅଡବା ଥାନା ବାଚିପଙ୍କା ନିକଟ ଜଙ୍ଗଲରୁ ଗଚ୍ଛିତ ଗଞ୍ଜେଇ ଜବତ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୫ କୋଟି ଟଙ୍କା । କିନ୍ତୁ ଏହି ମାମଲାରେ ପୋଲିସ କାହାରିକୁ ଗିରଫ କରିନାହିଁ । ବିହାରର ଏକାଧିକ ମାଫିଆଙ୍କ ସମ୍ପୃକ୍ତି ସନେ୍ଦହ ।
ଯୁବକଙ୍କୁ ପିଟିପିଟି ହତ୍ୟା
Views: 67