The Ultimate Managed Hosting Platform
ADVERTISEMENT

ଜଙ୍ଗଲ ଜଗିବେ ସନ୍ଧାନୀ କୁକୁର, ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ବଡ ପଦକ୍ଷେପ

Facebook
Twitter
LinkedIn

ଭୁବନେଶ୍ୱର : ଅଭୟାରଣ୍ୟରେ ବୁଲିବେ ସ୍ନିଫର ଡଗ ସ୍କ୍ୱାର୍ଡ। ବନ୍ୟଜନ୍ତୁ ସୁରକ୍ଷା ଦିଗରେ ବଡ଼ ପଦକ୍ଷେପ। ଜଙ୍ଗଲ ଜଗିବେ ସନ୍ଧାନୀ କୁକୁର। ପ୍ରାଥମିକ ପର୍ୟ୍ୟାୟରେ ୭ଟି ବନଖଣ୍ଡରେ ୧୦ କୁକୁର ଛଡ଼ାଯିବ। ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିବାକୁ ଅନୁଗୁଳ, ଢେଙ୍କାନାଳ, ହୀରାକୁଦ, ବାଲେଶ୍ୱର ଡିଏଫଓଙ୍କୁ ଚିଠି ଲେଖିଛନ୍ତି ପିସିସିଏଫ। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ସଂସ୍ଥା ସନ୍ଧାନୀ କୁକୁର ଯୋଗାଇବା, ସେମାନଙ୍କୁ ତାଲିମ ଦେବା କାମ କରିବେ। ଏଥିପାଇଁ ସଂସ୍ଥା ପାଖରେ ୧୦ ବର୍ଷର ଅଭିଜ୍ଞତା ସହ ସୈନ୍ୟବାହିନୀ, ପୋଲିସ ଓ ଜଙ୍ଗଲ ବିଭାଗକୁ ତାଲିମପ୍ରାପ୍ତ କୁକୁର ଯୋଗାଇଥିବେ। ସନ୍ଧାନୀ କୁକୁର ଅଭୟାରଣ୍ୟରେ ଆହତ ବନ୍ୟାଜନ୍ତୁଙ୍କୁ ଟ୍ରାକ କରିବା ସହ ଶିକାରୀଙ୍କ ଉପରେ ନଜର ରଖିପାରିବ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login