The Ultimate Managed Hosting Platform
ADVERTISEMENT

ଛୁରି ଭୁସି ହତ୍ୟା, ଲୋକଙ୍କ ରାସ୍ତାରୋକ

Facebook
Twitter
LinkedIn

ମୋହନା : ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଛୁରି ଭୁସି ହତ୍ୟା ଘଟଣା । ଗିରଫ ଅଭିଯୁକ୍ତକୁ ହସ୍ତାନ୍ତର ଦାବିରେ ପରିବାର ଲୋକଙ୍କ ରାସ୍ତାରୋକ । ଚନ୍ଦ୍ରଗିରି ଗାଁରେ ବାହାଘର ଶୋଭାଯାତ୍ରା ବେଳେ ହତ୍ୟାକାଣ୍ଡ ହୋଇଥିଲା । କାଲି ରାତିରେ ହତ୍ୟାକାଣ୍ଡପରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ମୃତ ଯୁବକ ଚନ୍ଦ୍ରଗିରିର ପ୍ରଶାନ୍ତ ପ୍ରଧାନ । ମାତ୍ର ୧୫ ଦିନ ତଳେ ବିବାହ କରିଥିଲେ ପ୍ରଶାନ୍ତ । ଛୁରାମାଡ କରିଥିବା ଅଭିଯୁକ୍ତ ଶ୍ରାହରି ପ୍ରଧାନକୁ ଗିରଫ କରିଛି ପୋଲିସ । ଅନ୍ୟପଟେ ହତ୍ୟାକାରୀ ଶ୍ରୀହରିର ଘରକୁ ଜାଳି ଦେବା ସହ ରାସ୍ତା ଅବରୋଧ କରିଛନ୍ତି ଉତ୍ତ୍ୟକ୍ତ ଲୋକେ । ଘଟଣାସ୍ଥଳରେ ଫୋର୍ସ ମୁତୟନ କରାଯିବା ସହ ତଦନ୍ତ କରୁଛି ପୋଲିସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login