The Ultimate Managed Hosting Platform
ADVERTISEMENT

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ

Facebook
Twitter
LinkedIn

ରଜଗାଙ୍ଗପୁର : ରାଜଗାଙ୍ଗପୁର ଲାଞ୍ଜିବେରନା ଅଞ୍ଚଳରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ । ଗୁରୁତର ଛାତ୍ରୀ ଜଣଙ୍କ ରାଉରକେଲା ଆଇଜିଏଚରେ ଭର୍ତ୍ତି । ଶରୀର ୯୦ପ୍ରତିଶତ ପୋଡି ଯାଇଥିବାରୁ ଅବସ୍ଥା ସଂକଟାପନ୍ନ ରହିଛି । ଛାତ୍ରୀ ଜଣଙ୍କ ଯୁକ୍ତ ୩ରେ ପଢୁଥିଲେ ।ଛାତ୍ରୀଙ୍କ ପୁରୁଷ ବନ୍ଧୁଙ୍କୁ ଅଟକ ରଖାଯାଇଛି । କେଉଁ କାରଣରୁ ଘଟିଲା ଅନୁଧ୍ୟାନ ଚାଲିଛି କହିଲେ ପଶ୍ଚମାଞ୍ଚଳ ଡିଆଇଜି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login