The Ultimate Managed Hosting Platform
ADVERTISEMENT

ଛତିଶଗଡରେ ପ୍ରଚାର ପାଇଁ ଓଡିଶାରୁ ୩

Facebook
Twitter
LinkedIn

ଭୁବନେଶ୍ୱର : ଛତିଶଗଡ ନିର୍ବାଚନ ପ୍ରଚାର ଲାଗି କଂଗ୍ରେସର ଷ୍ଟାର ପ୍ରଚାରକ ଘୋଷଣା । ନିର୍ବାଚନ କମିଶନଙ୍କୁ ଏଆଇସିସି ଦେଲା ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା । ଷ୍ଟାର ପ୍ରଚାରକ ତାଲିକାରେ ଓଡିଶାର ୩ ବରିଷ୍ଠ କଂଗ୍ରେସ ନେତା । ତାଲିକାରେ ଅଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ତାଲିକାରେ ଏଆଇସିସି ପ୍ରଭାରୀ ଭକ୍ତ ଚରଣ ଦାଶ, ସଂପାଦକ ସପ୍ତଗିରି ଉଲାକା ଙ୍କ ନାଁ ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login