The Ultimate Managed Hosting Platform
ADVERTISEMENT

ଛତିଶଗଡ କଲମାର ଖୋଲିଲା ୫୪ଟି ଗେଟ

Facebook
Twitter
LinkedIn

ଭୁବନେଶ୍ୱର : ଛତିଶଗଡ଼ କଲମାର ଖୋଲିଲା ୫୪ ଗେଟ୍। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଛତିଶଗଡ ଖୋଲିଛି କଲମା ଵ୍ୟାରେଜର ୫୪ଟି ଗେଟ୍। ମୋଟ ୬୬ଟି ଗେଟ୍ ମଧ୍ୟରୁ ବର୍ତ୍ତମାନ ୫୪ ଗେଟ୍ ଖୋଲିଦେଇଥିବା ସୂଚନା ଦେଲେ ହୀରାକୁଦ ଜଳଭଣ୍ଡାର ମୁଖ୍ୟ ଯନ୍ତ୍ରୀ ସୁଶୀଳ ବେହେରା। କଲମାର ଗେଟ୍ ଖୋଲାଯାଇଥିବାରୁ ହୀରାକୁଦକୁ ଜଳପ୍ରବେଶ ମାତ୍ରା ବୃଦ୍ଧି ପାଇବ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ସମ୍ବଲପୁର- ଭୁବନେଶ୍ୱର ଦିନିକିଆ ବସ ଚଳାଚଳ ବନ୍ଦ କଲା ଘରୋଇ ବସ ମାଲିକ ସଂଘ

୭ ଦଫା ଦାବି ନେଇ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ, ଯାତ୍ରୀ ହନ୍ତସନ୍ତ

ଭୁବନେଶ୍ୱର : ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନେ୍ଦାଳନ । ୭ ଦଫା ଦାବି ନେଇ ଡ୍ରାଇଭର ମହାସଂଘର ଆନେ୍ଦାଳନ । ମୁଖ୍ୟତଃ ପୋଲିସକୁ ଗାଡି ଚେକିଂ...

ADVERTISEMENT

Login