The Ultimate Managed Hosting Platform
ADVERTISEMENT

ଚୋରାଚାଲାଣ ବେଳେ ଗଞ୍ଜେଇ ଜବତ. ୩ ଗିରଫ

Facebook
Twitter
LinkedIn

ବାଲିଗୁଡା : ବେଆଇନ ଗଂଜେଇ ଚୋରା ଚାଲାଣ ହେଉଥିବା ବେଳେ ବାଲିଗୁଡା ପୋଲିସର ଚଢ଼ାଉ । ବାଲିଗୁଡା ଥାନା ମିଡ଼ିଆପାଙ୍ଗା ବ୍ରିଜ ନିକଟରେ ୭ କେଜି ଗଂଜେଇ ଜବତ । ଏହା ସହ ଘଟଣାରେ ସମ୍ପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବାଲିଗୁଡା ପୋଲିସ ।
ଢୋଲ ଭିତରେ ଗଂଜେଇ ରଖି ବ୍ରିଜ ନିକଟରେ ବସକୁ ଅପେକ୍ଷା କରିଥିବା ସମୟରେ ବାଲିଗୁଡା ପୋଲିସ ଚଢ଼ାଉ କରିଥିଲା । ତିନି ଅଭିଯୁକ୍ତ ମହାରାଷ୍ଟ୍ରର ହୋଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଭୁବନେଶ୍ୱର : ବିଶ୍ୱ ଏଡସ ଦିବସରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ସଚେତନତା ରାଲି ।ପତାକା ଦେଖାଇ ଉଦଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାଜ୍ୟରେ...

Login