The Ultimate Managed Hosting Platform
ADVERTISEMENT

ଚୈାଦ୍ୱାର ଜେଲରେ ବନ୍ଦୀ ମୃତ୍ୟୁ

Facebook
Twitter
LinkedIn

କଟକ : କଟକ- ଚୈାଦ୍ୱାର ଜେଲରେ ବିଚାରାଧୀନ ବନ୍ଦୀର ମୃତ୍ୟୁ ଘଟିଛି । ଜେଲ ପରିସର ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ମୃତ କଏଦ ଜଣକ ହେଲେ କଟକ ଜିଲ୍ଲା ଜରିପଡ଼ା ପଞ୍ଚାୟତ ସାମନ୍ତରାପୁର ଗାଁର ବିଷ୍ଣୁପ୍ରସାଦ ସ୍ବାଇଁ । ହତ୍ୟା ମାମଲାରେ ଆଜୀବନ ସଜା କାଟୁଥିଲେ ବିଷ୍ଣୁ । ସେ ତାଙ୍କ ମା’ଙ୍କ ଦଶାହ କାମ ପାଇଁ ଜେଲରୁ ଘରକୁ ଯାଇଥିଲେ । ଦଶାହ ସାରି ୧୧ତାରିଖରେ ଜେଲକୁ ଫେରିଥିଲେ । ଗତକାଲି ଅପରାହ୍ନ ୪ଟା ସମୟରେ ଜେଲ ପରିସରରେ ଜୀବନ ହାରିଛନ୍ତି । ଏହାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ତଦନ୍ତ କରୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ

ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ

ଭୁବନେଶ୍ୱର : ମମତା ବାନାର୍ଜୀଙ୍କୁ କଡା କାଉଣ୍ଟପ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଝିଅମାନେ ରାତିରେ ବାହାରକୁ ଯିବା ଉଚିତ ନୁହେଁ ମମତାଙ୍କ ମନ୍ତବ୍ୟକୁ ସମାଲୋଚନା...

Login