The Ultimate Managed Hosting Platform
ADVERTISEMENT

ଚିଲିକା ବାଣପୁରରେ ଯୋଗୀ ଆଦିତ୍ୟନାଥଙ୍କ ବକ୍ତବ୍ୟ, ଆରମ୍ଭରୁ କଲେ ଆକ୍ରମଣ

Facebook
Twitter
LinkedIn

ଚିଲିକା: ଚିଲିକା ବାଣପୁର ସଭାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବକ୍ତବ୍ୟ । ପ୍ରଭୁ ଜଗନ୍ନାଥ ଆମକୁ ଶକ୍ତି ଦିଅନ୍ତୁ ଏଠାରେ ଡବଲ ଇଂଜିନ ସରକାର ହେବ । ଲ୍ୟାଣ୍ଡ, ସ୍ୟାଣ୍ଡ ମାଇନିଂ , ଗୋ ମାଫିଆଙ୍କୁ ସାବାଡ ପାଇଁ ଶକ୍ତି ଦିଅନ୍ତୁ । ଉତ୍ତର ପ୍ରଦେଶର ବୁଲ ଡୋଜର ପରି ଏଠାରେ ସାବାଡ କରାଯିବ । ଏ ମୋଦିଙ୍କ ଭାରତ , ଯିଏ ବଦମାସୀ କରିବ , ସାବାଡ କରାଯିବ । ଡବଲ ଇଂଜିନ ସରକାରରୁ କିଭଳି ଲାଭ ମିଳେ ୟୁପି ଦେଖେଇଛି । ଓଡିଶାରେ ନବୀନ ସରକାର ବାବୁମାନଙ୍କ ଘେରାବନ୍ଦୀରେ ରହିଛି । ନବୀନ ସରକାର ଓଏଠାରେ ଆୟୁଷ୍ମାନ ଭାରତ ଲାଗୁ କରୁ ନାହାନ୍ତି । କଂଗ୍ରେସକୁ ବି କଡା ସ୍ୱରରେ ଆକ୍ରମଣ କଲେ ଯୋଗୀ ଆଦିତ୍ୟନାଥ । ଆଜି ବି ଭାରତରେ ଏମିତି ଲୋକ ଅଛନ୍ତି ଖାଇବେ ଭାରତର , ଗାଇବେ ପାକିସ୍ତାନର । ଭାରତର ଯଦି ବନ୍ଦନ କରି ନ ପାରିବ ତେବେ ଚାଲିଯାଅ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ପୁରୀ ଯିବା ରାସ୍ତାରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ

ପୁରୀ ଯିବା ରାସ୍ତାରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରୀ ଯିବା ରାସ୍ତାରେ ସତ୍ୟବାଦୀ ନିକଟରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଇଡ ବିକ୍ରେତା ଶ୍ରୀଧର ମହାପାତ୍ରଙ୍କ ସହ ସୁଖଦୁଃଖ ହୋଇଛନ୍ତି...

ADVERTISEMENT

Login